Advertisment

ଉପରେ ପୋଷ୍ଟର ତଳେ ସରପଞ୍ଚଙ୍କ ଶବ

ଭୋଟ ପୂର୍ବରୁ ଚାଲିଗଲେ ଆଉଜଣେ ସରପଞ୍ଚ ପ୍ରାର୍ଥୀ। ହୃଦଘାତରେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ। ବରଗଡ଼ ଜିଲ୍ଲା ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନ। ଆସନ୍ତା 24 ତାରିଖରେ ନିଜ ପଂଚାୟତରେ ଥିଲା ନିର୍ବାଚନ ତାରିଖ ଆଉ ସେ ଥିଲେ ସରପଂଚ ପ୍ରାର୍ଥୀ। କିନ୍ତୁ ନିର୍ବାଚନ ପୂର୍ବରୁ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।

author-image
Pujarani Nayak
ଉପରେ ପୋଷ୍ଟର ତଳେ ସରପଞ୍ଚଙ୍କ ଶବ

SARAPANCHA_DEAD_PKG_

ଭୋଟ ପୂର୍ବରୁ ଚାଲିଗଲେ ଆଉଜଣେ ସରପଞ୍ଚ ପ୍ରାର୍ଥୀ। ହୃଦଘାତରେ ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ। ବରଗଡ଼ ଜିଲ୍ଲା ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନ। ଆସନ୍ତା 24 ତାରିଖରେ ନିଜ ପଂଚାୟତରେ ଥିଲା ନିର୍ବାଚନ ତାରିଖ ଆଉ ସେ ଥିଲେ ସରପଂଚ ପ୍ରାର୍ଥୀ। କିନ୍ତୁ ନିର୍ବାଚନ ପୂର୍ବରୁ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।

Advertisment

Odisha Reporter BARAGADA