‘ଏଠି ବିଜେପିକୁ ଜିତାଇଲେ, ସେଠି ବିଜେଡିକୁ ଜିତେଇବେ’

‘ଏଠି ବିଜେପିକୁ ଜିତାଇବେ, ସେଠି ବିଜେଡିକୁ ଜିତେଇବେ’ କାହିଁକି ଏଭଳି କହିଲେ କଂଗ୍ରେସ ମୁଖିଆ ଶରତ ପଟ୍ଟନାୟକ?