congress
Advertisment
ପ୍ରଦେଶ କଂଗ୍ରେସ କମିଟି ତାଲିକାରେ ନାଁ ନଥିବାରୁ ସତ୍ୟ ପ୍ରକାଶ ନାୟକଙ୍କ ଅସନ୍ତୋଷ। ଏଆଇସିସି ସଭାପତି ନିର୍ବାଚନରେ ଭୋଟ ଦେଇ ପାରି ନଥିବା କଥା କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ସତ୍ୟ ନାୟକ। ଏନେଇ ରାଜ୍ୟ ପ୍ରଭାରୀଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/congress-1.jpg)