Advertisment

କଂଗ୍ରେସ ଛାଡିଥିବା ସତ୍ୟଙ୍କ ଗତି ଏବେ କୁଆଡ଼େ ?

କଂଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ। ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ ସେ କଂଗ୍ରେସ ଛାଡ଼ିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଗତ ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ। ସେଦିନଠୁ ସେ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ। ଶେଷରେ ଆଜି ସେ କଂଗ୍ରେସରୁ ବାହାରିଯାଇଛନ୍ତି।

author-image
Manoj Swain

Congress