Advertisment

ଭୁବନେଶ୍ୱରକୁ ଦୟାକର!

କହିବାକୁ ଲାଜ ଲାଗୁଛି ଆମେ ସ୍ମାର୍ଟସିଟିରେ ରହୁଛୁ। ୟା ଠୁ ଭଲ ଆମେ ଗାଁ ରେ ରହିଥାନ୍ତୁ। ଆପଣ ଦେଖୁଛନ୍ତି ସ୍ମାର୍ଟ ସିଟି ବା ରାଜଧାନୀ ଭୁବନେଶ୍ଵରର ଦୃଶ୍ୟ। ଯେଉଁଠି ରୁହନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେଇ ରାଜଧାନୀରେ ଏବେ ଲହଡା ମାରୁଛି ବନ୍ୟାଜଳ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

author-image
Debendra Prusty
ଭୁବନେଶ୍ୱରକୁ ଦୟାକର!

bhubaneswar

କହିବାକୁ ଲାଜ ଲାଗୁଛି ଆମେ ସ୍ମାର୍ଟସିଟିରେ ରହୁଛୁ। ୟା ଠୁ ଭଲ ଆମେ ଗାଁ ରେ ରହିଥାନ୍ତୁ। ଆପଣ ଦେଖୁଛନ୍ତି ସ୍ମାର୍ଟ ସିଟି ବା ରାଜଧାନୀ ଭୁବନେଶ୍ଵରର ଦୃଶ୍ୟ। ଯେଉଁଠି ରୁହନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେଇ ରାଜଧାନୀରେ ଏବେ ଲହଡା ମାରୁଛି ବନ୍ୟାଜଳ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

Advertisment

Save Bhubaneswar Urban Flood Bhubaneswar Flood Odisha Flood