ଏଥର ଖୋଲିବ ସ୍କୁଲ

ସାରା ଦେଶରେ କରୋନା ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଦେଶରେ କରୋନା ମାମଲା ଟିକେ କମିଛି। ହେଲେ ସମ୍ପୂର୍ଣ୍ଣ ଯାଇନି।କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାମାନେ ଘରେ ବସି ଅନଲାଇନ୍‌ରେ ପାଠ ପଢ଼ୁଛନ୍ତି।