‘୫ ଥର ସେଞ୍ଚୁରି ମାରିଛୁ, ଆଉ ଗୋଟେ ଥର ମାରିବୁ’

‘୫ ଥର ସେଞ୍ଚୁରି ମାରିଛୁ ଆଉ ଗୋଟେ ଥର ମାରିବୁ’।ଏଭଳି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ତେବେ ପ୍ରତିକ୍ରିୟା ଦେବାକୁ ଯାଇ ଆଉ କଣ କହୁଛନ୍ତି ଶୁଣନ୍ତୁ।