/odisha-reporter/media/post_attachments/uploads/2022/10/laptop.jpg)
laptop
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମୋବାଇଲ ଓ ଲାପଟପରୁ ମିଳିଲା ସାଙ୍ଗାତିକ ତଥ୍ୟ। ପ୍ରଭାବଶାଳୀ ଲୋକଙ୍କ ସହ ରୀତିମତ ଯୋଗାଯୋଗରେ ଥିଲେ, ଫୋନରେ କଥା ହେଉଥିଲେ। କଲ ଡିଟେଲ୍ସରୁ ଏଭଳି ସାଙ୍ଗାତିକ ତଥ୍ୟ ପାଇଛି ଖଣ୍ଡଗିରି ପୋଲିସ। ଯାହାକୁ ନେଇ ରାଜନେତା, ଅଫିସର, ଆଉ କିଛି ପ୍ରଯୋଜକଙ୍କ ଛାତି ଧଡ଼ଧଡ଼। ପୋଲିସ ହାତରେ ଏମାନଙ୍କ ତାଲିକା ଲାଗିଥିବା ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
