Advertisment

ନବୀନଙ୍କ ଉତ୍ତରାଧିକାରୀ ହେବାକୁ କସରତ ଆରମ୍ଭ!

ବରମୁଣ୍ଡା ପଡ଼ିଆରେ ବିଜେଡି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କରି ରାଜ୍ୟବାସୀଙ୍କୁ ଦେଖାଇଲା ତାର ଶକ୍ତି। ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ, ହେଲେ ଥରୁଟିଏ ବି ବିଜେପିର ନାଁ ନେଇନଥିଲେ। ହେଲେ ଏତେ ବଡ଼ ସଭାର ଆୟୋଜନ କରାଯାଇଥିଲେ ମଧ୍ୟ ଦଳର ମୁଖିଆ ନବୀନ ବାବୁ ସଭାରେ ଉପସ୍ଥିତ ନଥିଲେ। ଅବଶ୍ୟ ଏକ ଭିଡିଓ ମେସେଜ୍ ଦେଇ କର୍ମୀଙ୍କ ମନୋବଳ ବଢ଼ାଇଥିଲେ। ଏହି ସଭା ଜରିଆରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବାକୁ କସରତ ଆରମ୍ଭ ହୋଇଥିବା […]

ନବୀନଙ୍କ ଉତ୍ତରାଧିକାରୀ ହେବାକୁ କସରତ ଆରମ୍ଭ!

naveen

Advertisment

ବରମୁଣ୍ଡା ପଡ଼ିଆରେ ବିଜେଡି ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କରି ରାଜ୍ୟବାସୀଙ୍କୁ ଦେଖାଇଲା ତାର ଶକ୍ତି। ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ, ହେଲେ ଥରୁଟିଏ ବି ବିଜେପିର ନାଁ ନେଇନଥିଲେ। ହେଲେ ଏତେ ବଡ଼ ସଭାର ଆୟୋଜନ କରାଯାଇଥିଲେ ମଧ୍ୟ ଦଳର ମୁଖିଆ ନବୀନ ବାବୁ ସଭାରେ ଉପସ୍ଥିତ ନଥିଲେ। ଅବଶ୍ୟ ଏକ ଭିଡିଓ ମେସେଜ୍ ଦେଇ କର୍ମୀଙ୍କ ମନୋବଳ ବଢ଼ାଇଥିଲେ। ଏହି ସଭା ଜରିଆରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବାକୁ କସରତ ଆରମ୍ଭ ହୋଇଥିବା ସଂକେତ ମିଳେ। ‘ମୋ ଭାଇଙ୍କୁ ବାଟ ଛାଡ଼’ ଭଳି ମନ୍ତବ୍ୟରୁ ଅନେକ ଇସାରା ମିଳେ।

Advertisment

Search For Bjd Heir Naveen Successor Bjd Successor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe