ପୁଣି ବାହାରିବେ କି ଆଣ୍ଠୁଆ ଗୋପାଳ ?

ଜନ୍ମାଷ୍ଟମୀରେ ପୁଣି ଚଳଚଂଚଳ ହେଲା ସାରଥୀ ବାବା ଆଶ୍ରମ । ହୋମ ଯଜ୍ଞ ସହ ଧୂପ ଚନ୍ଦନ ଦେଇ ସାରଥୀଙ୍କୁ ପୂଜାର୍ଚ୍ଚନା। ବାରିମୂଳର ବହୁ ଚର୍ଚ୍ଚିତ ସାରଥୀ ଆଶ୍ରମର ଭିଡିଓ ହେଉଛି ଭାଇରାଲ। ଆତ୍ମଘୋଷିତ ବାବା ସାରଥୀଙ୍କ ଫଟୋକୁ ପୂଜା ପରେ ପ୍ରାର୍ଥନା କଲେ ଭକ୍ତ ।