/odisha-reporter/media/post_attachments/uploads/2022/07/boy-friend.jpg)
boy friend
ବିଜେବି ଛାତ୍ରୀ ନିବାସରେ ରୁଚିକାଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ସିନିୟରମାନେ ହଷ୍ଟେଲକୁ ବୟଫ୍ରେଣ୍ଡ ଆଣି ଆସୁଥିବା ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ବାପା। ବୟଫ୍ରେଣ୍ଡମାନଙ୍କ ସହ ମିଶି ମଦ ପିଇ ରୁଚିକାକୁ ହଇରାଣ କରୁଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି। କାହିଁକି ସେ ଏହି କଲେଜରେ ତାଙ୍କ ଝିଅକୁ ପଢ଼ାଇଲେ ସେନେଇ ଏବେ ପସ୍ତାଉଛନ୍ତି ବୋଲି କହି ମନସ୍ତାପ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
