ଅଦ୍ୟତନ ହୋଇଛି
WhatsApp Image 2022-01-24 at 1.39.18 PM
Advertisment
ଏ ହେଉଛି ସେହି ଝିଅ ଯିଏ ଦିନେ ନାଚି ନାଚି ଘର କମ୍ପେଇ ଦେଉଥିଲା, ହସ ଖୁସିରେ ଗାଁ ଦାଣ୍ଡରେ ବୁଲୁଥିଲା, ଆଜି କିନ୍ତୁ ରୋଗଶର୍ଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି। ଭଲ ପାଠ ବି ପଢୁଥିଲା । କିନ୍ତୁ ଆଜି ସେ ଶଯ୍ୟାଶାୟୀ । କହିଲା ଭଳି କୁନି ଝିଅଟି ର ହସ ଖୁସିରେ କାହାର ନଜର ଲାଗିଗଲା ବୋଧେ, ଅବେଳରେ ଝିଅ ପ୍ରତୀକ୍ଷା ଜୀବନରେ ମାଡି ଆସିଲା କଳାର ବାଦଲ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/WhatsApp-Image-2022-01-24-at-1.39.18-PM.jpeg)