ଯୌନ ଲାଳସା ନାଁରେ ଲୁଟ !

ସୋଶାଲ ମିଡିଆରେ ସୁନ୍ଦରୀଙ୍କ ଫଟୋ ରଖି ବେଧଡ଼କ ଚାଲିଛି ଲୁଟ। ଯୌନ ଲାଳସା ପାଇଁ କିଭଳି ଲୋକେ ଲୁଟର ଶିକାର ହେଉଛନ୍ତି ଦେଖନ୍ତୁ ଏହି ରିପୋର୍ଟରେ।