ଶାହାଙ୍କୁ ଟାର୍ଗେଟ କରି ଫଶିବକି ବିଜେଡି?

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ଫଶିଯିବକି ବିଜେଡି? ବିଜେପି ଆଣିଲା ବିଜେଡି ନାଁରେ ସିଧାସଳଖ ଅଭିଯୋଗ। ଶାହଙ୍କ ଛବି ମଳିନ ପାଇଁ ଲାଗି ପଡିଛି ବିଜେଡି। ଫେକ ଅଡିଓକୁ ସୋସିଆଲ ମିଡିଆରେ ଭାଇରଲ କରୁଛି ଦଳ। ବାଟ ପାଉନି ବିଜେଡି ଦଳ ଆଣିଲା ବିଜେପି ନାଁରେ ଟଙ୍କା ବଣ୍ଟା ଅଭିଯୋଗ।