Advertisment

ଶାହାଙ୍କୁ ଟାର୍ଗେଟ କରି ଫଶିବକି ବିଜେଡି?

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ଫଶିଯିବକି ବିଜେଡି? ବିଜେପି ଆଣିଲା ବିଜେଡି ନାଁରେ ସିଧାସଳଖ ଅଭିଯୋଗ। ଶାହଙ୍କ ଛବି ମଳିନ ପାଇଁ ଲାଗି ପଡିଛି ବିଜେଡି। ଫେକ ଅଡିଓକୁ ସୋସିଆଲ ମିଡିଆରେ ଭାଇରଲ କରୁଛି ଦଳ। ବାଟ ପାଉନି ବିଜେଡି ଦଳ ଆଣିଲା ବିଜେପି ନାଁରେ ଟଙ୍କା ବଣ୍ଟା ଅଭିଯୋଗ।

ଶାହାଙ୍କୁ ଟାର୍ଗେଟ କରି ଫଶିବକି ବିଜେଡି?

shah

Advertisment

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ଫଶିଯିବକି ବିଜେଡି? ବିଜେପି ଆଣିଲା ବିଜେଡି ନାଁରେ ସିଧାସଳଖ ଅଭିଯୋଗ। ଶାହଙ୍କ ଛବି ମଳିନ ପାଇଁ ଲାଗି ପଡିଛି ବିଜେଡି। ଫେକ ଅଡିଓକୁ ସୋସିଆଲ ମିଡିଆରେ ଭାଇରଲ କରୁଛି ଦଳ। ବାଟ ପାଉନି ବିଜେଡି ଦଳ ଆଣିଲା ବିଜେପି ନାଁରେ ଟଙ୍କା ବଣ୍ଟା ଅଭିଯୋଗ।

Advertisment

BjD Amit Shah Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe