Advertisment

ମାଛ ରାନ୍ଧିଲେ ହେଲେ ଖାଇ ପାରିଲେନି

ସବୁବେଳେ କହୁଥିଲେ କେତେବେଳେ କୋଉ ମୁହୂର୍ତ୍ତରେ ଛାଡି ଚାଲିଯିବି ମୁଁ। ଖାଲି ସେତିକି ନୁହେଁ ସିଏ ସବୁବେଳେ କହୁଥିଲେ ଆମେ ଜନ୍ମ ହୋଇଛେ ମାନେ ତ ସମସ୍ତେ ନିଶ୍ଚୟ ମରିବା। ହେଲେ ସମସ୍ତେ ଆଗପଛ ହୋଇ ଯିବା। ମାଛ ତରକାରୀ ରୋଷେଇ କରି ରଖିଥିଲେ ହେଲେ ଖାଇପାରିଲେନି।

ମାଛ ରାନ୍ଧିଲେ ହେଲେ ଖାଇ ପାରିଲେନି

abhinetri

Advertisment

ସବୁବେଳେ କହୁଥିଲେ କେତେବେଳେ କୋଉ ମୁହୂର୍ତ୍ତରେ ଛାଡି ଚାଲିଯିବି ମୁଁ। ଖାଲି ସେତିକି ନୁହେଁ ସିଏ ସବୁବେଳେ କହୁଥିଲେ ଆମେ ଜନ୍ମ ହୋଇଛେ ମାନେ ତ ସମସ୍ତେ ନିଶ୍ଚୟ ମରିବା। ହେଲେ ସମସ୍ତେ ଆଗପଛ ହୋଇ ଯିବା। ମାଛ ତରକାରୀ ରୋଷେଇ କରି ରଖିଥିଲେ ହେଲେ ଖାଇପାରିଲେନି।

Advertisment

Tele Actress Death Fish Curry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe