/odisha-reporter/media/post_attachments/uploads/2022/11/shg-1.jpg)
shg
ଏଥର ମହିଳା ଭୋଟ ୭ ହଜାର ଅଧିକ ପଡ଼ିଛି, ସବୁ ଭୋଟ ଆମର। ଆମ ପ୍ରାର୍ଥୀ ଏସଏଚଜିର ଜଣେ ମହିଳା, ମାନେ ଜିତିବା ଥୟ। ବିଜେଡିକୁ ଜିତାଇବା ପାଇଁ ଅଧିକରୁ ଅଧିକ ମହିଳା ଭୋଟ ଦେଇଛନ୍ତି। ନବୀନ ବାବୁଙ୍କ ମିଶନ ଶକ୍ତି ଆଗରେ ସବୁ ଫେଲ୍। ଏମିତି ଦାବି କରୁଥିଲେ ବିଜେଡି ନେତ୍ରୀ। ଫଳ କ’ଣ ହେଲା?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
