ଭୋଟ ବେପାରର ପ୍ରମାଣ ମିଳିଲା!

ବମକୁରା ପଞ୍ଚାୟତର ଘାଟସାହି ଗାଁରେ ଟଙ୍କା ଵଣ୍ଟା ଭିଡିଓ ଭାଇରାଲ। ନେହରୁ ଏସଏଚଜିର ମହିଳା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ।