ସ୍ୱାମୀଙ୍କ ପାଇଁ ଶିଳ୍ପାଙ୍କ ପୋଷ୍ଟ ?

ସୋସିଆଲ ମିଡ଼ିଆରେ ଅନେକ ସମୟରେ ନୀତିବାଣୀ ଓ ପ୍ରେରଣାଦାୟୀ ପୋଷ୍ଟ କରି ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଏଭଳି କିଛି ପୋଷ୍ଟ ଇନଷ୍ଟାଗ୍ରାମରେ ରହିଛନ୍ତି, ଯାହା ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ, ତାହା ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ମୁକୁଳିବାକୁ ଇସାରା କରୁଛି।