Advertisment

ବିଧାୟକଙ୍କ ଦରମା ବଢ଼ିବ କିଆଁ?

ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଇବାକୁ ଦଳମତ ନିର୍ବିଶେଷରେ ସବୁ ବିଧାୟକ ବିଧାନସଭାରେ ଦାବି କରିଛନ୍ତି। ପୂର୍ବତନ ବିଧାୟକମାନେ ମଧ୍ୟ ସେମାନଙ୍କର ଭତ୍ତା ବଢ଼ାଇବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା ହେଲା ସେମାନଙ୍କ ଦରମା ଓ ଭତ୍ତା ସେମାନଙ୍କୁ ଅଣ୍ଟୁ ନାହିଁ। ତେବେ ସେମାନଙ୍କ ଦରମା ଓ ଭତ୍ତା ବଢ଼ିବା ଉଚିତ କି?

ବିଧାୟକଙ୍କ ଦରମା ବଢ଼ିବ କିଆଁ?

kinchit katha

Advertisment

ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଇବାକୁ ଦଳମତ ନିର୍ବିଶେଷରେ ସବୁ ବିଧାୟକ ବିଧାନସଭାରେ ଦାବି କରିଛନ୍ତି। ପୂର୍ବତନ ବିଧାୟକମାନେ ମଧ୍ୟ ସେମାନଙ୍କର ଭତ୍ତା ବଢ଼ାଇବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା ହେଲା ସେମାନଙ୍କ ଦରମା ଓ ଭତ୍ତା ସେମାନଙ୍କୁ ଅଣ୍ଟୁ ନାହିଁ। ତେବେ ସେମାନଙ୍କ ଦରମା ଓ ଭତ୍ତା ବଢ଼ିବା ଉଚିତ କି?

Advertisment

Odisha Reporter Odisha Mla Salary Mla Salary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe