Advertisment

ଝଡ଼ ପୂର୍ବର ନୀରବତା ନା ଝଡ଼କୁ ଦେଖି ଡର!

ରାଜ୍ୟ ରାଜନୀତିରେ ଏବେ ସାଇଲେଣ୍ଟ ଯୁଗ। କେହି କାହା ବିରୋଧରେ କିଛି କହୁ ନାହାଁନ୍ତି କି କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପ ନାହିଁ। ଲାଗୁଛି ସେତେ ଯେମିତି ଝଡ଼ ପୂର୍ବର ନିରବତା। ସିବିଆଇ ଏବଂ ଇଡି ଅନ୍ୟ ରାଜ୍ୟ ଗୁଡିକରେ ସକ୍ରିୟ ହେଉଥିବା ବେଳେ ଓଡ଼ିଶାରେ ସେହି ପରିସ୍ଥିତି ନାହିଁ।

ଝଡ଼ ପୂର୍ବର ନୀରବତା ନା ଝଡ଼କୁ ଦେଖି ଡର!

silent

Advertisment

ରାଜ୍ୟ ରାଜନୀତିରେ ଏବେ ସାଇଲେଣ୍ଟ ଯୁଗ। କେହି କାହା ବିରୋଧରେ କିଛି କହୁ ନାହାଁନ୍ତି କି କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପ ନାହିଁ। ଲାଗୁଛି ସେତେ ଯେମିତି ଝଡ଼ ପୂର୍ବର ନିରବତା। ସିବିଆଇ ଏବଂ ଇଡି ଅନ୍ୟ ରାଜ୍ୟ ଗୁଡିକରେ ସକ୍ରିୟ ହେଉଥିବା ବେଳେ ଓଡ଼ିଶାରେ ସେହି ପରିସ୍ଥିତି ନାହିଁ।

Advertisment

Political Storm Political Silence Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe