ସିନ୍ଥିର ସିନ୍ଦୂର କଣ ଏତେ ଶସ୍ତା?

ପ୍ରେମ କଲେ, ପ୍ରେମିକା ସିନ୍ଥିରେ ସିନ୍ଦୂର ଭରିଲେ। ସ୍ୱପ୍ନ ଦେଖାଇଲେ, ପୁଣି ସ୍ୱପ୍ନ ଭାଙ୍ଗି ଦେଲେ। ୮ ମାସରେ ଶେଷ ହୋଇଗଲା ୨ ବର୍ଷର ପ୍ରେମ ସଂପର୍କ। ଯେତେବେଳେ ପ୍ରେମିକା ସିନ୍ଥିରେ ପ୍ରେମିକ ସିନ୍ଦୂର ଭରେ, ସେତେବେଳେ ପ୍ରେମିକାର ଅପେକ୍ଷାର ଅନ୍ତ ଘଟେ, ସେ ପ୍ରେମିକାରୁ ଧର୍ମପତ୍ନୀ ହୋଇଯାଇଯାଆନ୍ତି। କିନ୍ତୁ ଏଠି?

cheat love

Debendra Prusty
  • Published: Wednesday, 29 June 2022
  • , Updated: 29 June 2022, 02:47 PM IST

ପ୍ରେମ କଲେ, ପ୍ରେମିକା ସିନ୍ଥିରେ ସିନ୍ଦୂର ଭରିଲେ। ସ୍ୱପ୍ନ ଦେଖାଇଲେ, ପୁଣି ସ୍ୱପ୍ନ ଭାଙ୍ଗି ଦେଲେ। ୮ ମାସରେ ଶେଷ ହୋଇଗଲା ୨ ବର୍ଷର ପ୍ରେମ ସଂପର୍କ। ଯେତେବେଳେ ପ୍ରେମିକା ସିନ୍ଥିରେ ପ୍ରେମିକ ସିନ୍ଦୂର ଭରେ, ସେତେବେଳେ ପ୍ରେମିକାର ଅପେକ୍ଷାର ଅନ୍ତ ଘଟେ, ସେ ପ୍ରେମିକାରୁ ଧର୍ମପତ୍ନୀ ହୋଇଯାଇଯାଆନ୍ତି। କିନ୍ତୁ ଏଠି?

https://youtu.be/RbpmmwF_ytM

Related story