kankada
Advertisment
ଛାଡ଼ଖାଇରେ ମିଳୁଛି ଅଢ଼େଇ ହଜାରରୁ ତିନି ହଜାର ଟଙ୍କାର କଙ୍କଡ଼ା। ଗୋଟିଏ କଙ୍କଡ଼ା ଦାମ୍ ଅଢ଼େଇ ହଜାର। ଏ ଅଢ଼େଇ ହଜାର ଟଙ୍କିଆ କଙ୍କଡ଼ାର ଗ୍ରାହକ କିଏ? କେଉଁମାନେ ଏତେ ଟଙ୍କା ଦେଇ କଙ୍କଡ଼ା ଖାଇବେ? ଭୁବନେଶ୍ୱରରେ ମିଳୁଛି ଅଢ଼େଇ ହଜାର ଟଙ୍କିଆ କଙ୍କଡ଼ା।