Advertisment

‘ସାର୍ ଡାକିକି ମୋତେ ଯୌନ ନିର୍ଯ୍ୟାତନା ଦେଲେ’

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ। ଦୁଇ ଜଣ ଛାତ୍ରଙ୍କୁ ଚତୁର୍ଥ ସେମିଷ୍ଟର ପରୀକ୍ଷା ଦେବାକୁ ମନା କରିବାକୁ ନେଇ ଅସନ୍ତୋଷ। ‘ପ୍ରଫେସର ଛାତ୍ରୀଙ୍କୁ ଘରକୁ ଡାକୁଥିଲେ ଆଉ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।

author-image
Debendra Prusty
‘ସାର୍ ଡାକିକି ମୋତେ ଯୌନ ନିର୍ଯ୍ୟାତନା ଦେଲେ’

jauna

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ। ଦୁଇ ଜଣ ଛାତ୍ରଙ୍କୁ ଚତୁର୍ଥ ସେମିଷ୍ଟର ପରୀକ୍ଷା ଦେବାକୁ ମନା କରିବାକୁ ନେଇ ଅସନ୍ତୋଷ। ‘ପ୍ରଫେସର ଛାତ୍ରୀଙ୍କୁ ଘରକୁ ଡାକୁଥିଲେ ଆଉ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।

Advertisment

Sexual Torture Sexual Harassment In University