Advertisment

ପଦ୍ମଶ୍ରୀକୁ ମନା କରିଥିଲେ ଗୀତା, ନବୀନ ନେଲେ ତହୁଁ ଛୋଟ

ଦେଶର ଶ୍ରେଷ୍ଠ ପୁରସ୍କାର ନେବାକୁ ଉଭଣୀ ରୋକଠୋକ ମନା କରିଦେଇଥିଲେ। ପୁରସ୍କାର ତା ପୁଣି ଏମିତି ସେମିତି ନୁହେଁ। ସମ୍ମାନଜନକ ପଦ୍ମ ପୁରସ୍କାରକୁ ବି ନା କହିଥିଲେ। ୨୦୧୯ରେ ପଦ୍ମଶ୍ରୀ ପାଇଁ ଲେଖିକା ଗୀତା ମେହେଟ୍ଟା ମନୋନୀତ ହୋଇଥିଲେ। ଏବେ କିନ୍ତୁ ଏକ ଏନଜିଓ ସଂସ୍ଥା ଦ୍ୱାରା ସମ୍ମାନୀତ ହେବାକୁ ଭାଇ ଆଗଭର ହୋଇ ଦିଲ୍ଲୀ ଗଲେ। ଭାଇଙ୍କୁ ଘାରିଛି ପୁରସ୍କାର ନିଶା। ଦୀର୍ଘ ୨୫ ବର୍ଷର ରାଜନୈତିକ ଜୀବନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

author-image
Debendra Prusty
ପଦ୍ମଶ୍ରୀକୁ ମନା କରିଥିଲେ ଗୀତା, ନବୀନ ନେଲେ ତହୁଁ ଛୋଟ

geeta mehta

ଦେଶର ଶ୍ରେଷ୍ଠ ପୁରସ୍କାର ନେବାକୁ ଉଭଣୀ ରୋକଠୋକ ମନା କରିଦେଇଥିଲେ। ପୁରସ୍କାର ତା ପୁଣି ଏମିତି ସେମିତି ନୁହେଁ। ସମ୍ମାନଜନକ ପଦ୍ମ ପୁରସ୍କାରକୁ ବି ନା କହିଥିଲେ। ୨୦୧୯ରେ ପଦ୍ମଶ୍ରୀ ପାଇଁ ଲେଖିକା ଗୀତା ମେହେଟ୍ଟା ମନୋନୀତ ହୋଇଥିଲେ। ଏବେ କିନ୍ତୁ ଏକ ଏନଜିଓ ସଂସ୍ଥା ଦ୍ୱାରା ସମ୍ମାନୀତ ହେବାକୁ ଭାଇ ଆଗଭର ହୋଇ ଦିଲ୍ଲୀ ଗଲେ। ଭାଇଙ୍କୁ ଘାରିଛି ପୁରସ୍କାର ନିଶା। ଦୀର୍ଘ ୨୫ ବର୍ଷର ରାଜନୈତିକ ଜୀବନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପି ପୁରସ୍କାର।

Advertisment

Naveen Patnaik Padmashree Lifetime Achievement Award Geeta Mehta