ଜମି ଜବରଦଖଲରୁ ମହାଭାରତ। ଘନ ଘନ ବୋମା ମାଡରେ ଥରିଲା ପୂରା ଗାଁ। ଛାରଖାର ହୋଇଗଲା ସୁନାର ସଂସାର ତ ପୁରୁଷ ଶୂନ୍ୟ ହୋଇଗଲା ଗାଁ। ପୁରୀ ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍ ବୋମା ମାଡ ଘଟଣାରେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ 5 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି।
https://www.youtube.com/watch?v=d-_VU4rtIEc
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କଂଗ୍ରେସ ପାଇଁ ସଂଗଠନ ଚାଲେଞ୍ଜ
କଂଗ୍ରେସ ଏବେ ଠାରୁ କେଉଁ ରାସ୍ତାରେ ଯିବ ସେଥିପାଇଁ ଗୁଜୁରାଟ ଅଧିବେଶନର ବାର୍ତ୍ତା ଭାବରେ ନ୍ୟାୟପଥ: ସଂକଳ୍ପ, ସମର୍ପଣ ଓ ସଂଘର୍ଷ ରଖାଯାଇଛି। ଆଉ ରାଜ୍ୟ ମୁଖ୍ୟଙ୍କ ଉପରେ ପୂରା ଦାୟିତ୍ୱ ନଦେଇ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ଷମତାଶାଳୀ କରିବା ଦିଗରେ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହେବା କଂଗ୍ରେସକୁ କେତେଦୂର ବଂଚାଇବ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ।

National
ଏକାଠି ହେବେ ହାତୀ ଓ ଡ୍ରାଗନ! ଭାରତ ଶରଣକୁ କାହିଁକି ଆସିଲା ଚାଇନା?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ।

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

National
ୱାକଫ ଆଇନକୁ କାହିଁକି ଲାଗୁ କରିବନି ପଶ୍ଚିମବଙ୍ଗ?
ରାଜ୍ୟରେ ୱାକଫ ଆଇନ ଲାଗୁ ହେବ ନାହିଁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ବେଙ୍ଗଲ ସରକାର କରିବେ ବୋଲି ମମତା କହିଛନ୍ତି।

National
ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!
ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।