Advertisment

ବଡ଼ ଲୋକଙ୍କୁ ଛୋଟ ପୁରସ୍କାର

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଫଳତା ତୁଳନାରେ ବି ତାଙ୍କୁ ମିଳିଥିବା ପୁରସ୍କାରଟି ଛୋଟ। ଏକ ଅଜଣା ସଂସ୍ଥା, ଯାହାର ୱେବସାଇଟ୍‌ ଅଚଳ, ଯାହା କୌଣସି ସମାଜସେବା, ଗବେଷଣା ଆଦି କରିଥିବାର ରିପୋର୍ଟ ନାହିଁ, ସେଭଳି ଏକ ସଂସ୍ଥାଠାରୁ ପୁରସ୍କାର ଆଣି ତାହାକୁ ବଡ଼ ଆକାରରେ ପ୍ରଚାର କରିବା ଦ୍ୱାରା ମୁଖ୍ୟମନ୍ତ୍ରୀ ନିଜେ ଛୋଟ ହୋଇଛନ୍ତି କି ନାହିଁ ସମସ୍ତେ ହେଜିବା ଦରକାର।

author-image
Debendra Prusty
ବଡ଼ ଲୋକଙ୍କୁ ଛୋଟ ପୁରସ୍କାର

award

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଫଳତା ତୁଳନାରେ ବି ତାଙ୍କୁ ମିଳିଥିବା ପୁରସ୍କାରଟି ଛୋଟ। ଏକ ଅଜଣା ସଂସ୍ଥା, ଯାହାର ୱେବସାଇଟ୍‌ ଅଚଳ, ଯାହା କୌଣସି ସମାଜସେବା, ଗବେଷଣା ଆଦି କରିଥିବାର ରିପୋର୍ଟ ନାହିଁ, ସେଭଳି ଏକ ସଂସ୍ଥାଠାରୁ ପୁରସ୍କାର ଆଣି ତାହାକୁ ବଡ଼ ଆକାରରେ ପ୍ରଚାର କରିବା ଦ୍ୱାରା ମୁଖ୍ୟମନ୍ତ୍ରୀ ନିଜେ ଛୋଟ ହୋଇଛନ୍ତି କି ନାହିଁ ସମସ୍ତେ ହେଜିବା ଦରକାର।

Advertisment

Small Award To Big Man Naveen Patnaik Award