ସ୍ମାର୍ଟ ସିଟିର ଏ କି ଦୃଶ୍ୟ?

ଟିକିଏ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱରର ସ୍ଥିତି। ଡ୍ରେନର ପାଣି ଆସି ସିଧା ଘର ଭିତରକୁ ପଶୁଛି। ଏଭଳି ପରିସ୍ଥିତି ସାଧାରଣ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି।