Advertisment

ଓଡ଼ିଆ ଅଫିସରଙ୍କ ହାତରେ ଆର୍ଯ୍ୟନଙ୍କ ଭାଗ୍ୟ

ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-ଏନ୍ସିବିର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୪ ଅଗଷ୍ଟ ୩୧ ଯାଏ ଡେପୁଟେସନରେ ସେ ଏହି ପଦରେ ରହିବେ ବୋଲି ସୂଚନା ଦିଆଯାଇଛି। ତେବେ ମୁମ୍ବାଇ କୃଜ୍ ପାର୍ଟିରେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କୁ ନେଇ ଏନସିବିରେ ଚାଲିଥିବା କେସର ଦାୟୀତ୍ବ ନେବେ ଏସ ଏନ ପ୍ରଧାନ

author-image
Manasi Mohapatra
ଅଦ୍ୟତନ ହୋଇଛି
ଓଡ଼ିଆ ଅଫିସରଙ୍କ ହାତରେ ଆର୍ଯ୍ୟନଙ୍କ ଭାଗ୍ୟ

maxresdefault (22) (1)

ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-ଏନ୍ସିବିର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୪ ଅଗଷ୍ଟ ୩୧ ଯାଏ ଡେପୁଟେସନରେ ସେ ଏହି ପଦରେ ରହିବେ ବୋଲି ସୂଚନା ଦିଆଯାଇଛି। ତେବେ ମୁମ୍ବାଇ କୃଜ୍ ପାର୍ଟିରେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କୁ ନେଇ ଏନସିବିରେ ଚାଲିଥିବା କେସର ଦାୟୀତ୍ବ ନେବେ ଏସ ଏନ ପ୍ରଧାନ

Advertisment

Odisha Odisha Reporter Ncb Dg S N Pradhan