ବାଇକ ଚାଲୁଥିଲା, ସାପ ଚୋଟ ମାରୁଥିଲା!

ପୁରୀ ଜିଲ୍ଲା ଡେଲାଙ୍ଗ ସଡ଼ାଙ୍ଗୋଇର ଏକ ଫର୍ଣ୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ। ମାତ୍ର ୧୦୦ ମିଟର ଯାଇଥିଲେ, ଅଚାନକ ଡାହାଣ ଗୋଡ଼ରେ ଚୋଟ ମାରିଲା ସାପ।