ବାଇକ ଚାଲୁଥିଲା, ସାପ ଚୋଟ ମାରୁଥିଲା!

Ordigital Desk
  • Published: Monday, 21 November 2022
  • , Updated: 21 November 2022, 12:19 PM IST
<p>ପୁରୀ ଜିଲ୍ଲା ଡେଲାଙ୍ଗ ସଡ଼ାଙ୍ଗୋଇର ଏକ ଫର୍ଣ୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ। ମାତ୍ର ୧୦୦ ମିଟର ଯାଇଥିଲେ, ଅଚାନକ ଡାହାଣ ଗୋଡ଼ରେ ଚୋଟ ମାରିଲା ସାପ।</p>

Related story