Advertisment

ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଜଗିଥିଲା ଯମ

ନୀଳଗିରି ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବସିବା ସ୍ଥାନରେ କାନ୍ଥ ଭିତରେ ଫ ଣା ମେଲାଇ ବସିଥିଲା ତମ୍ପ। ଯାତ୍ରୀମାନେ ବସକୁ ଅପେକ୍ଷା କରିବାପାଇଁ ଯେଉଁଠାରେ ବସନ୍ତି ସେହିଠାରେ ଏକ କାନ୍ଥ ଫାଟରୁ ବାହାରି ଗର୍ଜନ କରୁଥିବାର ଯାତ୍ରୀମାନେ ଦେଖିଥିଲେ ଏବଂ ଭୟଭୀତ ହୋଇଥିଲେ।

author-image
Debendra Prusty
ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଜଗିଥିଲା ଯମ

jama

ନୀଳଗିରି ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବସିବା ସ୍ଥାନରେ କାନ୍ଥ ଭିତରେ ଫ ଣା ମେଲାଇ ବସିଥିଲା ତମ୍ପ। ଯାତ୍ରୀମାନେ ବସକୁ ଅପେକ୍ଷା କରିବାପାଇଁ ଯେଉଁଠାରେ ବସନ୍ତି ସେହିଠାରେ ଏକ କାନ୍ଥ ଫାଟରୁ ବାହାରି ଗର୍ଜନ କରୁଥିବାର ଯାତ୍ରୀମାନେ ଦେଖିଥିଲେ ଏବଂ ଭୟଭୀତ ହୋଇଥିଲେ।

Advertisment

Snake Bite Snake At Bus Stand