bynjana
Advertisment
୨୧ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୧୨୬ ପ୍ରକାର ତରକାରୀ, ୧୬୧ ପ୍ରକାର ଚଟଣୀ, ୫୦ ପ୍ରକାରର ଶାଗ ଓ ମୁଗ, ୧୦୮ ପ୍ରକାର ଭଜା, ବିଭିନ୍ନ ପ୍ରକାର ବଡ଼ି ଓ ପାମ୍ପଡ଼ ଆଦି ଲାଗିହୋଇଛି। ତା ସହ ୬୦ରୁ ଅଧିକ ବଙ୍ଗୀୟ ବ୍ୟଞ୍ଜନ ବି ଲାଗି ହୋଇଛି। ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧା, କୃଷ୍ଣଙ୍କ ଦର୍ଶନ ସହ ବ୍ୟଞ୍ଜନ ସେବନ କରି ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/bynjana.jpg)