Advertisment

‘ରାଜା ପରିବାରରେ ଜନ୍ମ ହୋଇ ତେଲ କାହିଁକି’

”ତମେ ରାଜା ପରିବାରର ପୁଅ ଏତେ ତେଲ ମାରୁଛ କାହିଁକି? ନବୀନ ପଟ୍ଟନାୟକ କଣ ଜଗନ୍ନାଥଙ୍କ ଠାରୁ ବଡ଼? ବହୁତ ଗର୍ବ ହୋଇଗଲାଣି ତୁମର”। ଶୁଣନ୍ତୁ ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥଙ୍କଠାରୁ ବଡ଼ ବୋଲି ପ୍ରତାପ ଦେବ କହିବା ପରେ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

‘ରାଜା ପରିବାରରେ ଜନ୍ମ ହୋଇ ତେଲ କାହିଁକି’

sura

Advertisment

''ତମେ ରାଜା ପରିବାରର ପୁଅ ଏତେ ତେଲ ମାରୁଛ କାହିଁକି? ନବୀନ ପଟ୍ଟନାୟକ କଣ ଜଗନ୍ନାଥଙ୍କ ଠାରୁ ବଡ଼? ବହୁତ ଗର୍ବ ହୋଇଗଲାଣି ତୁମର''। ଶୁଣନ୍ତୁ ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥଙ୍କଠାରୁ ବଡ଼ ବୋଲି ପ୍ରତାପ ଦେବ କହିବା ପରେ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

Advertisment

Naveen Patnaik Lord Jagannath Sura Routray Pratap Deb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe