Advertisment

ଶ୍ଵେତାଙ୍କ ଜୀବନ ନେଇଗଲା ୩୦ ଲକ୍ଷ !

ବୟଫ୍ରେଣ୍ଡ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ଵେତାଙ୍କ ବାପା ଓ ଭାଇ। ଶାରୀରିକ , ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଉଥିଲା ପ୍ରେମିକ । ୨୦୧୮ ମସିହାରେ ବଡ଼ IT କମ୍ପାନୀରେ ଦୁହେଁ ଚାକିରୀ କରୁଥିଲେ। ପ୍ରାଇଭେଟ ଫଟୋକୁ ଭାଇରଲ କରିବାର ଧମକ ଦେଇ ମାଗୁଥିଲା ଟଙ୍କା।

author-image
Sonali Kabi
ଶ୍ଵେତାଙ୍କ ଜୀବନ ନେଇଗଲା ୩୦ ଲକ୍ଷ !

sweata

ବୟଫ୍ରେଣ୍ଡ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ଵେତାଙ୍କ ବାପା ଓ ଭାଇ। ଶାରୀରିକ , ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଉଥିଲା ପ୍ରେମିକ । ୨୦୧୮ ମସିହାରେ ବଡ଼ IT କମ୍ପାନୀରେ ଦୁହେଁ ଚାକିରୀ କରୁଥିଲେ। ପ୍ରାଇଭେଟ ଫଟୋକୁ ଭାଇରଲ କରିବାର ଧମକ ଦେଇ ମାଗୁଥିଲା ଟଙ୍କା।

Advertisment

Boyfriend Financially Mentally Software Engineer Suicide Sweta