ବୟଫ୍ରେଣ୍ଡ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ଵେତାଙ୍କ ବାପା ଓ ଭାଇ। ଶାରୀରିକ , ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଉଥିଲା ପ୍ରେମିକ । ୨୦୧୮ ମସିହାରେ ବଡ଼ IT କମ୍ପାନୀରେ ଦୁହେଁ ଚାକିରୀ କରୁଥିଲେ। ପ୍ରାଇଭେଟ ଫଟୋକୁ ଭାଇରଲ କରିବାର ଧମକ ଦେଇ ମାଗୁଥିଲା ଟଙ୍କା।
https://www.youtube.com/watch?v=MP9h_5jOmpY