ଦେଶ ଜାଣିବ ମମିତା ଷ୍ଟୋରୀ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ର‍୍ୟାକେଟ ଚଳାଇଥିଲା ।