ଅଦ୍ୟତନ ହୋଇଛି
maxresdefault (20) (1)
Advertisment
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ର୍ୟାକେଟ ଚଳାଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/maxresdefault-20-1-1.jpg)