Advertisment

ବୁଲିଲେଣି ସୂର୍ଯ୍ୟବଂଶୀ

ବିଷ୍ଣୁ ସେଠୀଙ୍କ ନିଧନ ପରେ ଧାମନଗର ସଂରକ୍ଷିତ ଆସନ ପାଇଁ ନିର୍ବାଚନ ନଭେମ୍ବର ୩ରେ ହେବ। ଏ ନେଇ ସମସ୍ତ ଦଳର ପ୍ରାକ ପ୍ରସ୍ତୁତି ଆରମ୍ଭ ସରିଛି। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ କିଛି ସ୍ଥାନରେ ବୁଲିବା ଆରମ୍ଭ କଲେଣି।

ବୁଲିଲେଣି ସୂର୍ଯ୍ୟବଂଶୀ

dhamnagar

Advertisment

ବିଷ୍ଣୁ ସେଠୀଙ୍କ ନିଧନ ପରେ ଧାମନଗର ସଂରକ୍ଷିତ ଆସନ ପାଇଁ ନିର୍ବାଚନ ନଭେମ୍ବର ୩ରେ ହେବ। ଏ ନେଇ ସମସ୍ତ ଦଳର ପ୍ରାକ ପ୍ରସ୍ତୁତି ଆରମ୍ଭ ସରିଛି। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ କିଛି ସ୍ଥାନରେ ବୁଲିବା ଆରମ୍ଭ କଲେଣି।

Advertisment

Bjp Odisha Bye Poll Suryabanshi Dhamnagar Bishnu Sethy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe