ବିଦେଶରୁ ପୁଅର ଆଦେଶ, ବାପା-ମାଆ ମରିଯାଅ

budhabudhi

budhabudhi

Debendra Prusty
  • Published: Saturday, 26 November 2022
  • Updated: 26 November 2022, 12:17 PM IST

ବୁଝିଲ ଲକ୍ଷ୍ମୀ, ଆମେ ତ ବୁଢ଼ାବୁଢ଼ୀ ହେଲେଣି… ପୁଅ-ବୋହୂ ଆଉ ନାତି-ନାତୁଣୀ ବିଦେଶରେ ରହିଲେ…ଆମ କଥା ବୁଝିବା ପାଇଁ ଆଉ କେହି ନାହାନ୍ତି। ହଉ .. ଯେଉଁଠି ରହନ୍ତୁ, ଭଲରେ ରୁହନ୍ତୁ…. ଦୀର୍ଘ ୨ ମାସ ହେଲା, ପୁଅର ଖବର ଅନ୍ତର ନାହିଁ.. ଟିକେ ଫୋନ ବି କରୁନି.. ଏୟାଡୁ ଟିକେ ଫୋନ କଲେ ହୁଅନ୍ତାନି?

https://youtu.be/8UUpF-J-ppU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories