‘ସାର ପ୍ଲିଜ୍‌ ପାଲ ଖଣ୍ତେ ଦିଅ’

‘ସାର୍ ଆମକୁ ପାଲ ଦିଅ’ କହି ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଦେଖିବାକୁ ମିଳିଛି ଏହି ଘଟଣା।