ସୌମ୍ୟ..ସୌମ୍ୟ..ସୌମ୍ୟ…

ବର୍ଷେ ଧରି ଗଣମାଧ୍ୟମରେ ଶୁଭୁଛି ଗୋଟିଏ ନାଁ…. ସୌମ୍ୟ..ସୌମ୍ୟ.. ଆଉ ସୌମ୍ୟ। ଗଜପତିରୁ ବାଲେଶ୍ୱର…ଭୁବନେଶ୍ୱରରୁ ସମ୍ବଲପୁର… ଏ ଗୋଟିଏ ନାଁକୁ ନେଇ ସବୁବେଳେ ଚର୍ଚ୍ଚା।