‘ଟଙ୍କା ପାଇଁ ପାଗଳ ସୌମ୍ୟଜିତଙ୍କ ପରିବାର’

ଭୁବନେଶ୍ଵରରେ ସଫ୍ଟୱେୟାର ଇଂଜିନିୟର ଶ୍ଵେତାକୁମାରୀଙ୍କ ମୃତ୍ୟୁ ଘଟଣାରେ ସୌମ୍ୟଜିତଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ, ରାତି ସମୟର ଏକ ସିସିଟିଭି ଫୁଟେଜକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସେପଟେ ସୌମ୍ୟଜିତଙ୍କ ପଡ଼ୋଶୀ କଣ କହୁଛନ୍ତି ଶୁଣନ୍ତୁ।