ପେଟ କାଟି ସଞ୍ଚିଥିଲେ

ଆଖିରୁ ଆଖିଏ ଲୁହ …କଣ କରିବେ କିଛି ବୁଝିପାରୁନାହାନ୍ତି ..ହଠାତ ଏମିତି ରାସ୍ତାରେ ଜଣେ ବ୍ୟକ୍ତି କାନ୍ଦୁଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଲା ..ଆଉ ପଚାରି ବୁଝିବାପରେ ଜଣାପଡିଲା ପ୍ରକୃତ ଘଟଣା ..କେମିତି ଆଖିରେ ଧୂଳି ଦେଇ ସାରା ଜୀବନ ସଞ୍ଚିଥିବା ସମସ୍ତ ପୁଞ୍ଜିକୁ କିଏ ଛଡେଇ ନେଇଛି ।