Advertisment

ଶୀଘ୍ର ଯାଅ ହାତୀ ଆସୁଛି

ଗାଡ଼ି ନେଇ ରାସ୍ତାରେ ଯାଉଥିଲେ। ଅଚାନକ୍ ଆଗରୁ ଆସିଲା ଏକ ବଡ଼ ଦନ୍ତା ହାତୀ। କ’ଣ କରିବେ ଚିନ୍ତା କରିବା ପୂର୍ବରୁ ହାତୀ ଗୋଡ଼ାଇବାରେ ଲାଗିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାଟି କାବିନୀ ବନାଞ୍ଚଳର ବୋଲି କୁହାଯାଉଛି।

author-image
Debendra Prusty
ଶୀଘ୍ର ଯାଅ ହାତୀ ଆସୁଛି

hati

ଗାଡ଼ି ନେଇ ରାସ୍ତାରେ ଯାଉଥିଲେ। ଅଚାନକ୍ ଆଗରୁ ଆସିଲା ଏକ ବଡ଼ ଦନ୍ତା ହାତୀ। କ’ଣ କରିବେ ଚିନ୍ତା କରିବା ପୂର୍ବରୁ ହାତୀ ଗୋଡ଼ାଇବାରେ ଲାଗିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାଟି କାବିନୀ ବନାଞ୍ଚଳର ବୋଲି କୁହାଯାଉଛି।

Advertisment

Escape Elephant Attack Elephant In Jungle