ଅଟକା ଅଟକା…ନହେଲେ ମୁଁ ମରିଯିବି

କର୍ମଚାରିଙ୍କୁ ଟ୍ରକ ଆଗରେ ରଖି ବୋହିନେଲେ ୧୦ କିମି । ଶେଷରେ ଆସି ଉଦ୍ଧାର କଲା ପୋଲିସ । କୁହାଯାଏ ମଣିଷ ରାଗିଲେ କଣ କରେ କିଛି ବୁଝିପାରିନି କିନ୍ତୁ ଏ ଦୃଶ୍ୟ ଦେଖିଲେ ଏହା କେଉଁ ପ୍ରକାରର ରାଗ। ରାଗ ଚଢ଼ିଗଲେ କଣ ମଣିଷ ଏମିତି ଅମଣିଷ କାମ କରିପାରେ ଇଏ ହେଉଛି ଟୋଲ ଆଦାୟର ଦଣ୍ଡ …