hatya
Advertisment
ଟ୍ୟୁସନ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ମିଳିଥିଲା ମୃତଦେହ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଏନେଇ ଥାନାରେ କରିଛନ୍ତି ଅଭିଯୋଗ।