ବିଜେଡିର ୧୦କୁ ବିଜେପିର ୪

ପଦ୍ମପୁରରେ ହେବ ଘନଘନ ପ୍ରଚାର। ଷ୍ଟାର ତାଲିକାରୁ ବାଦ ପଡ଼ିଲେ ବିବାଦୀୟ ନେତ୍ରୀ। ମନ୍ତ୍ରୀ ପ୍ରମିଲା ମଲ୍ଲିକ ଆଉଟ। ବିଜେପି ତାଲିକାରେ ସାଂସଦ ଅପରାଜିତା ଓ ସୂରଜ ସୂର୍ଯ୍ୟବଂଶୀ ସାମିଲ। ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ! ମଇଦାନକୁ ଓହ୍ଲାଇ ପାରନ୍ତି ନବୀନ।