Advertisment

‘ଅଶୋକ ସ୍ତମ୍ଭକୁ ଅସମ୍ମାନ’

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରସଙ୍ଗକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ଟାର୍ଗେଟ। ବିଧାୟକଙ୍କ ନାଁ ନେଇ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା। ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇଲେ। ଏହି ଘଟଣାରେ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି, ଅପମାନିତ ହୋଇଛି। ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡ଼ି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ […]

‘ଅଶୋକ ସ୍ତମ୍ଭକୁ ଅସମ୍ମାନ’

irasis

Advertisment

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରସଙ୍ଗକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ଟାର୍ଗେଟ। ବିଧାୟକଙ୍କ ନାଁ ନେଇ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା। ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇଲେ। ଏହି ଘଟଣାରେ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି, ଅପମାନିତ ହୋଇଛି। ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡ଼ି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। ମାତ୍ର ମୁଖ୍ୟମନ୍ତ୍ରୀ ପାଇଥିବା ସେ ପୁରସ୍କାର ରେ ଜାତୀୟ ପ୍ରତୀକ ରହିଛି ତାହା ପରେ ବି କେମିତି ମୁଖ୍ୟମନ୍ତ୍ରୀ ସେ ପୁରସ୍କାର ଗ୍ରହଣ କଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚର୍ଯ୍ୟ।

Advertisment

State Emblem Act Ashokan Pillar Naveen Patnaik Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe