Advertisment

କେନ୍ଦ୍ର ମନ୍ତ୍ରୀ ବନାମ ରାଜ୍ୟ ମନ୍ତ୍ରୀ

ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାର ଆଧୁନିକକରଣକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍ -ଶ୍ରୀ ଯୋଜନାକୁ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ତେବେ ଏହି ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ରଖି ଓଡ଼ିଶା ଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ଏହା ଓଡ଼ିଶାର ସ୍କୁଲ ରୂପାନ୍ତରୀକରଣର ପ୍ରଭାବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ପ୍ରଭାବିତ ହୋଇଛନ୍ତି ଏବଂ କପି ପେଷ୍ଟ ଯୋଜନା କରିଛନ୍ତି ବୋଲି କହିଛନ୍ତି ସମୀର ଦାଶ।

କେନ୍ଦ୍ର ମନ୍ତ୍ରୀ ବନାମ ରାଜ୍ୟ ମନ୍ତ୍ରୀ

muku vs samir

Advertisment

ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାର ଆଧୁନିକକରଣକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍ -ଶ୍ରୀ ଯୋଜନାକୁ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ତେବେ ଏହି ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ରଖି ଓଡ଼ିଶା ଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ଏହା ଓଡ଼ିଶାର ସ୍କୁଲ ରୂପାନ୍ତରୀକରଣର ପ୍ରଭାବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ପ୍ରଭାବିତ ହୋଇଛନ୍ତି ଏବଂ କପି ପେଷ୍ଟ ଯୋଜନା କରିଛନ୍ତି ବୋଲି କହିଛନ୍ତି ସମୀର ଦାଶ।

Advertisment

Dharmendra Pradhan Samir Dash Bjp Copied Bjd Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe